Breaking News

ରାଇଟ ଟୁ ଫାଇଟ ସଂଗଠନ ପ୍ରତିନିଧିଙ୍କ କଳିକେଶ ନାରାୟଣ ସିଂ ଦେଓ ଙ୍କୁ ସାକ୍ଷାତ,img-20161004-wa0013

img-20161004-wa0023ବଲାଙ୍ଗିର ,୦୫/୧୦/୨୦୧୬(କନୱଲ ମାଖିଜାଙ୍କ ରିପୋର୍ଟ)— କଂଟାବାଞ୍ଜୀ ର ଏକ ଅଗ୍ରଣୀ ସଂସ୍ଥା ରାଇଟ ଟୁ ଫାଇଟ ସଂଗଠନ ର ପତ୍ରିନିଧି ଦଳ ସାଂସଦ କଳିକେଶ ନାରାୟଣ ଙ୍କୁ ସକ୍ଷାତ କରି ଅଂଚଳର ବିଭିନ୍ନ ଥିବା ଅସୁବିଧା ଦିଗକୁ ତାଙ୍କର ଧ୍ୟାନ ଆକର୍ଷଣ କରିଥିଲେ ଏବଂ ସେହି ଅସୁବିଧା ଅନୂଯାୟୀ ଦବି ପତ୍ର ମଧ୍ୟ ଦେଇ ଥିଲେ। ଦବିପତ୍ର ଅନୂଯାୟୀ କଂଟାବଞ୍ଜୀ ସହର ଏକ ପଶ୍ଚିମ ଓଡିଶା ର ପ୍ରମୂଖ ବ୍ୟବସାୟୀ ଜାଗା ଅଟେ ଏବଂ କଂଟାବାଞ୍ଜୀ ରେଲୱ ଷ୍ଟେସନ କୁ ରେଲ ବିଭାଗ ଦ୍ୱାରା ବି ଗ୍ରେଡ୍ ର ମାନ୍ୟତା ମଧ୍ୟ ଦିଆ ଯାଇଅଛି କିନ୍ତୁ ମାନ୍ୟତା ଅନୁଯାୟୀ ଏଠି ଆଜି ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କୁ କୈାଣସି ସୁବିଧା ପାଇ ନାହାନ୍ତି, କଂଟାବଞ୍ଜୀ ରେଲୱ ବିଭାଗ ଙ୍କ ପାଖରେ ୭୫୦ ଏକର ଜମି ଖୋଲା ଭାବେ ୭୦ ବର୍ଷ ହେଲା ବେକାର ପଡି ରହିଛି ଏବଂ ଏହାର କେମିତି ଭଳ ଭାବେ କାର୍ଯ୍ୟକାରୀ କରାଯାଉ, ରେଲୱ ବଜେଟ ୨୦୧୦ ର ଘୋଷଣା ଅନୂଯାୟୀ କଂଟାବଞ୍ଜୀ ରେ ରେଲ ଡବା କାରଖାନାର ନିର୍ମାଣ ଏବଂ ଅନ୍ୟ ପ୍ରକଳ୍ପ ମାନଙ୍କ ପାଇଁ ମଧ୍ୟ ଜମି ଚିହ୍ନଟ କରାଯାଇଥିଲା କିନ୍ତୁ ଏହାର ଉପରେ କିଛି ମଧ୍ୟ କାର୍ଯ୍ୟକାରୀ କାମ କାରାଯାଇ ନାହିଁ , ଏହାର କାଯ୍ୟ ଅତିସିଘ୍ର କରାଯାଉ। ଟିଟିଲାଗଡ ରୁ ହବ୍ୱଡା ଚାଲୁଥିବା ଟ୍ରେନ ଇସପାତ କୁ ଦୁର୍ଗ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ, ଏହା ବାହୁତ ପୂର୍ବରୁ ମଧ୍ୟ କୁହାଯାଇଛି, ଏଣୁ କଂଟାବାଞ୍ଜୀ ରେ ଲୋକୋ ସେଡ୍ ର ମଧ୍ୟ ସୁବିଧା ଅଛି ତାହା ଲଗାଯାଉ, କାଂଟାବାଞ୍ଜୀ ର ଜି.ଆର.ପି. ଆଉଟ ପୋଷ୍ଟ ୮୧ ବର୍ଷ ପୁରୁଣା ଥିବାରୁ ଏହାର ପୁନଃ ନିର୍ମାଣ କରାଯାଉ, ଏବଂ କଂଟାଂବାଞ୍ଜୀ ରେ ଜି.ଆର.ପି ଥାନା ମଧ୍ୟ ସ୍ଥାପନ କାରାଯାଉ। ସମାତା ଏକ୍ସପ୍ରେସ୍ ବିଶାଖାପଟନମ ନିଜାମୁଦ୍ଦିନ ଟ୍ରେନ କୁ ସପ୍ତାହ ରେ ୪ ଦିନ ବଦଲରେ ସବୁଦିନ କରାଯାଉ, ରୟପୁର ରୁ ହାଇଦ୍ରାବାଦ ଏବଂ ରାୟପୁର ରୁ ବାଙ୍ଗାଲୋର ଭାୟା କାଂଟାବାଞ୍ଜୀ ଏକ ନୁତନ ଟ୍ରେନ ଚଲାଯାଉ, ପ୍ରସ୍ତାବିତ ଭୁବନେଶ୍ୱର ରୁ ନୂଆ ଦିଲ୍ଲୀ ରାଜ ଧାନୀ ଏକ୍ସପ୍ରେସ୍ ଶିଘ୍ର ଚଲାଯାଉ। କଂଟାବାଞ୍ଜୀ ରେ ନିର୍ମିତ ଆର.ୟୁ.ବି କୁ ଅତିଶିଘ୍ର କାର୍ଯ୍ୟକାରୀ କାରାଯାଉ, ବଲାଙ୍ଗିର ଭୁବନେଶ୍ୱର ଇଟରସିଟି ର ସଂପ୍ରସାରଣ କରି ଏହାକୁ ରାୟପୁର ରୁ ଭୁବନେଶ୍ୱର ଚଳାଯାଉ, ରେଲ ବିଭାଗ ପାଖରେ ଥିବା ପ୍ରସ୍ତବିତ ବିଶାଖାପଟନମ ରୁ ବନାରଶ ଭାୟା ରାୟପୁର ଏବଂ ବିଶାଖାପଟନମ ରୁ ଜମ୍ମୁ ତବି ଭାୟା ରାୟପୁର ଏହି ଦୁଇ ଟ୍ରେନ କୁ ଅତି ଶିଘ୍ର ଚଲାଯାଉ, ଏହା ସହିତ ବିଲାସପୁର ତିରୁପତି ଏକ୍ସପ୍ରେସ କୁ ବିିଲାସପୁର ରୁ ଚେନ୍ନାଇ ଅଥବା ତିରୁପତି ରୁ ବନାରଶ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ, ଏହା ବ୍ୟତିତ ବଲାଙ୍ଗିର ମେଡିକାଲ କଲେଜ ବଲାଙ୍ଗିର ରେ ପ୍ରତିସ୍ୱିତ ଏଲପିଜି ବୋଟେଲିଙ୍ଗ୍ ପ୍ଲାଂଟ କରାଯାଉ, ଏହା ସଙ୍ଗେ ବଲାଙ୍ଗିର ରେଲ ଷ୍ଟେସନ ରେ କୋଚ ଇଣ୍ଡିକେଟର ର ଆଉ ବଲାଙ୍ଗିର ସହର ରେ କୃଷି ବିଶ୍ୱବିଦ୍ୟାଳୟ ର କାମ କୁ ମଧ୍ୟ ଶିଘ୍ର କାର୍ଯ୍ୟକାରୀ କରାଯାଉ, ରାଇଟ ଟୁ ଫାଇଟ ଅନୁଷ୍ଠାନ ର ସଭାପତି କମଲଜିତ ସିଂ ମାଖିଜା, ସଂପାଦକ ଆଶିଷ ଖାଇତାନ, ବିଟୁ ଶର୍ମା, ପ୍ରଭଜିତ ସିଂ ସାଲୁଜା, ବଜରଙ୍ଗ ଅଗ୍ରୱାଲ, ବିକାଶ ଜୈନ, ଆନନ୍ଦ ମୋଟେ, ପୁଷ୍ପକେତୁ ବେହେରା, ବାସୁ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଦାବି ପତ୍ର କୁ ଧ୍ୟାନ ଆକର୍ଷଣ କରି ସାଂସଦ କଲିକେଶ ନାରାୟଣ କହିଥିଲେ ସବୁ ସଠିକ ଅଛି ବୋଲି ସେ ଏହା ମଧ୍ୟ କହିଲେ ଯେ ଏହି ସବୁ ଦାବି କୁ ମୁଁ ସଂସଦ ରେ ରଖିବି ବୋଲି ଏବଂ ରେଲ ବିଭାଗ ର ଖାଲି ପଡି ଥିବା ଜମି କୁ ଅତି ଶିଘ୍ର କାର୍ଯ୍ୟରତ ଦୃଢ କାର୍ଯାନୁଷ୍ଠାନ କରାଯିବ।

About surendrahota

Leave a Reply

%d bloggers like this:
Skip to toolbar