Breaking News
Home / Bhubaneswar / Swachha Bharat Avijan at Bhubaneswar Lingaraj Temple by Rotary Club

Swachha Bharat Avijan at Bhubaneswar Lingaraj Temple by Rotary Club

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0002 0003ଭୁବନେଶ୍ୱର, ତା ୧୭-୮-୨୦୧୬ (ବିଶ୍ୱରଞ୍ଜନ ମିଶ୍ର) ଶ୍ରାବଣ ମାସର ଶେଷ ସୋମବାରରେ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଲିଙ୍ଗରାଜ ମନ୍ଦିର ପରିସରରେ ବୋଲ୍ବମ୍ ଭକ୍ତମାନଙ୍କ ଦ୍ୱାରା ବ୍ୟବହୃତ କଳସ, ଦ୍ୱୀପ, ବେଲପତ୍ର, ସାଲୁକନା, ନଡ଼ିଆ ଏବଂ ଅନ୍ୟ ବ୍ୟବହୃତ ସାମଗ୍ରୀ ମନ୍ଦିର ପରିସର ମଧ୍ୟରୁ ସଫେଇ କାର୍ଯ୍ୟକ୍ରମ (ସ୍ୱଛ ଭାରତ ଅଭିଯାନ) ମାଧ୍ୟମରେ କରାଯାଇଥିଲା । ସଭାପତି ଲାୟନ ରମାକାନ୍ତ ସାହୁ, ସମ୍ପାଦକ ଲାୟନ ଅଶୋକ ଅଗ୍ରୱାଲ, କୋଷାଧ୍ୟକ୍ଷ ଲାୟନ ଅଶୋକ ମହାନ୍ତି, ପୂର୍ବତନ ଲାୟନ ଇଂ. ବିପିନ ବିହାରୀ ନାୟକ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ ଏବଂ ଛାତ୍ରମାନେ ଯୋଗଦାନ କରିଥିଲେ । ସମାଜସେବୀ ସୁଶାନ୍ତ ସାହୁ ଏଥିରେ ସହଯୋଗ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar