Breaking News
Home / Bhubaneswar / New Odia film,Mu Gandhi Nuhen, to be release on 29th July

New Odia film,Mu Gandhi Nuhen, to be release on 29th July

ଜୁଲାଇ ୨୯ରେ ମୁକ୍ତି ଲାଭ କରିବ ଓଡ଼ିଆ ଚଳଚିତ୍ର- “ମୁଁ ଗାନ୍ଧୀ ନୁହେଁ”

bhubaneswar,26.07.2016.001

ଭୁବନେଶ୍ୱର,୨୬.୦୭.୨୦୧୬ (ମନୋମାନୀ ସିଂଙ୍କ ରିପୋର୍ଟ) ଆସନ୍ତା ଜୁଲାଇ ୨୯ରେ ମୁକ୍ତିଲାଭ ଅପେକ୍ଷାରେ ରହିଥିବା ଚଳଚିତ୍ର “ମୁ ଗାନ୍ଧୀ ନୁହେଁ” ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଏହି ଚଳଚିତ୍ରଟିର ପ୍ରଯୋଜନା ଓ ନିଦେ୍ର୍ଦଶନା ଦାୟିତ୍ୱ ବହନ କରିଛନ୍ତି ସୂରଜ ମିଶ୍ର। ଏହି ସିନେମାର କାହାଣୀ ସମ୍ପୂର୍ଣ୍ଣ ଓଡ଼ିଆ ଏବଂ ଭିନ୍ନ ଧରଣର। ନିଦେ୍ର୍ଦଶକ ଚିତ୍ରଟିର ସମସ୍ତ ଦିଗପ୍ରତି ଧ୍ୟାନ ଦେଇ ଦର୍ଶକଙ୍କୁ ମନୋରଞ୍ଜନ ପ୍ରତି ବୁଦ୍ଧି ଖଟାଇଛନ୍ତି। ଫାଇଟ୍, ଗୀତରେ ଦୃଶ୍ୟାଙ୍କନ, ଡ୍ରାମା ଏବଂ ଆଇଟମ୍ ଗୀତ ଦର୍ଶକଙ୍କୁ ହଲ୍ଭିତରେ ବାନ୍ଧି ରଖିବ ଏଥିରେ ସନେ୍ଦହ ନାହିଁ। ପବିତ୍ର ପଟ୍ଟନାୟଙ୍କ ଶ୍ରୃତିମଧୁର ସଂଗୀତରେ ଗୀତ ରଚନା କରିଛନ୍ତି ବ୍ରବୀର କୁମାର, କଣ୍ଠଦାନ କରିଛନ୍ତି କୁମାର ବାପି, ଶୈଳଭାମା, ତପୁ ମିଶ୍ର, ହ୍ୟୁମାନ ସାଗର, ବିଭୁକିଶୋର, ସୌରଭ, ସଂଜୁ ଓ ନାଭିଆ। ମୁଖ୍ୟ ଭୂମିକାରେ କ୍ରି୩/୪ା(ନବାଗତ), କରନ୍, ଭାବନା, ଦୀକ୍ଷା, ଅଶ୍ରୁମୋଚନ, ରବିମିଶ୍ର, କୁନ୍ସୁନ୍ ଏବଂ ପ୍ରଥମ ଥର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଆଶିଷ। ମୁଖ୍ୟ ସହଯୋଗୀ ନିଦେ୍ର୍ଦଶକ ତ୍ରିଲୋଚନ ଖୁିଆ, କ୍ୟାମେରା – ସଂଜୟ ପ୍ରଧାନ, ଫାଇଟ୍ – ଦେବରାଜ, ନୃତ୍ୟ ଆଶିଷ। ଆଶା ଚଳଚ୍ଚିତ୍ରଟି ସବୁ ଶ୍ରେଣୀର ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ଆଶା ପ୍ରକାଶ କରାଯାଉଛି।

About surendrahota

Leave a Reply

%d bloggers like this:
Skip to toolbar