Breaking News
Home / Bhubaneswar / ECoR APPEALS TO RATH YATRA PASSENGERS TO BE EXTRA CAREFUL IN OVERCROWDED TRAINS

ECoR APPEALS TO RATH YATRA PASSENGERS TO BE EXTRA CAREFUL IN OVERCROWDED TRAINS

Bhubaneswar,05.07.2016 (By Tapas Mahapatra)-East Coast Railway has launched a special awareness drive for travelling  passengers in overcrowded trains. Railway administration has urged the  passengers to avoid train journey on foot board, buffers and rooftop of the train  compartments for their safe journey.Passengers are requested not to take food and drinking items from the strangers, not to carry any inflammable items like gas cylinder, stoves, debris, even cigarettes and matchbox etc., not to touch suspicious things like Tiffin box,baggage etc. without any owner, to avoid train journey without or with improper tickets, not to lean from train compartment of the running train and no to  entrain or detrain when the train is in motion.  ECoR has also urged the passengers and voluntary organisations to take special care of the concerned co-passengers and counsel those who are leaning from the running trains, travelling on rooftop, footboard and buffers of the train and who carrying inflammable items etc.Railway Protection Force (RPF) staff have also been advised to take special measures like precautions on crowd control, and to keep a watch on touts and anti-socials particularly in crowded areas like Booking and PRS counters, enquiry counters etc. For the convenience of pilgrims and passengers and to cater to extra rush of passengers during Rath Yatra Festival at Puri, East Coast Railway has decided to run special trains from different parts of Odisha, West Bengal, Chhatisgarh and Andhra Pradesh in addition to the regular trains coming to Puri. Special trains will also run to and from Puri to clear extra rush o­n the occasion of Sandhya Darshan, Bahuda Yatra and Sunavesa. ECoR has arranged exclusive passenger amenities for the convenience of the passengers. Special Trains, Extra Ticket Counters, Additional Enquiry Counters & Information Centres, Special Train Time Table, Mela Shed, Catering & Drinking Water, Sanitation, Medical Assistance Booth, Illuminations, Safety & Security arrangements have been provided for the convenience of the pilgrims.Apart from this, Level Crossings Gate Management, Manpower mobilisation, etc., has been made for smooth train operations and crowd management. ECoR is also providing help to Temple Administration with trained workforce, break-down materials for any possible breakdown of Chariots during Rath Yatra.

ENGLISH copy

ପୂର୍ବ ତଟ ରେଳପଥର ଯାତ୍ରୀ ସଚେତନତା
ରଥଯାତ୍ରା ଭିଡ଼ ଟ୍ରେନରେ ଅତିରିକ୍ତ ସାବଧାନ ଅବଲମ୍ବନ କରନ୍ତୁ ।
ରଥଯାତ୍ରା ସମୟରେ ଭିଡ଼ ଟ୍ରେନ୍ରେ ଅତିରିକ୍ତ ସାବଧାନତା ଅବଲମ୍ବନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଅଛି । ଟ୍ରେନ୍ମାନଙ୍କରେ ଫୁଟ୍ବୋର୍ଡ଼, ବଗିରେ ଏବଂ ଟ୍ରେନ୍ର ଛାତ ଉପରେ ଚଢ଼ି ଯାତ୍ରା ନ କରିବା କିମ୍ବା ଓହଳି କରି ଯାତ୍ରା ନ କରିବା ପାଇଁ ରେଳପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି ।ଅଚିହ୍ନା ସହଯାତ୍ରୀଙ୍କ ଠାରୁ କୋ÷ଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା, ଦହନଶୀଳ ପଦାର୍ଥ ଯଥା ଗ୍ୟାସ ସିଲିଣ୍ଡର, ଷ୍ଟୋଭ, ଡେବି୍ର ଏପରିକି ସିଗାରେଟ୍/ବିଡ଼ି କିମ୍ବା ଦିଆସିଲି ଇତ୍ୟାଦି ସାଙ୍ଗରେ ନନେବା ସହ କୋଣସି ଅଜଣା ଦ୍ରବ୍ୟକୁ ନ ଛୁଇଁବା, ବିନା ଟିକେଟ୍ରେ ଯାତ୍ର ନକରିବା ଏବଂ ଟ୍ରେନ ଗତିଶୀଳ ଥିବା ବେଳେ ଏହା ମଧ୍ୟକୁ ନ ଚଢ଼ିବା କିମ୍ବାା ନଓହ୍ଲାଇବା ପାଇଁ ପରାମର୍ଶ ଦିଆଯାଇଅଛି ।ଯାତ୍ରୀମାନଙ୍କ ସହ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ନିବେଦନ କରି ରେଳପଥ ପକ୍ଷରୁ କୁହାଯାଇଛି ଯେ ସେମାନେ ସହଯାତ୍ରୀମାନଙ୍କୁ ଯାତ୍ରା ସମୟରେ ନଝୁଲିକରି ଯିବା କିମ୍ବା ଟ୍ରେନ୍ ଦରଜା ପାଖରେ ଯାତ୍ରା ନକରିବା ପାଇଁ ପ୍ରବର୍ତ୍ତାଇ ବିପଦକୁ ଏଡାଇ ପାରିବେ ।ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଟ୍ରେନ୍ରେ ଝୁଲିକରି ଯାତ୍ରା କରିବା କିମ୍ବା ଫୁଟ୍ବୋର୍ଡ଼ରେ ଛିଡା ହୋଇ ଯାତ୍ରାକରିବା କିମ୍ବା ବଫରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିବାକୁ ରେଳବାଇ ସୁରକ୍ଷାବଳକୁ ପରାମର୍ଶ ଦିଆଯାଇଅଛି । ଗହଳିଥିବା ସ୍ଥାନମାନଙ୍କରେ ଅସାମାଜିକ କାର୍ଯ୍ୟକଳାପ ଓ ଦଲାଲମାନଙ୍କ ପ୍ରତି କଡା ନଜର ରଖିବାକୁ ଆରପିଏଫ୍କୁ କୁହାଯାଇଅଛି ।

 

About surendrahota

Leave a Reply

%d bloggers like this:
Skip to toolbar