Breaking News
Home / Bhubaneswar / Assaf Ali Khan appointed as Convener of Rajiv Gandhi Panchayat Sangathan Odisha

Assaf Ali Khan appointed as Convener of Rajiv Gandhi Panchayat Sangathan Odisha

ଆସଫ ଅଲ୍ଲୀ ଖାଁ ପ୍ରଦେଶ କଂଗ୍ରେସ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଆବାହକ ନିଯୁକ୍ତ
ଭୁବନେଶ୍ୱର ତା ୧୮.୯.୨୦୧୬ (ମନୋମାନୀ ସିଂ) – ଅଖିଳ ଭାରତ କଂଗ୍ରେସ କମିଟିର ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଓଡିଶା ପାଇଁ ରାଜ୍ୟ ଆବାହକ ଭାବେ ଶ୍ରୀ ଆସଫ ଅଲ୍ଲୀ ଖାଁଙ୍କୁ ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ପ୍ରଦେଶ କଂଗ୍ରେସ  ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ପତ୍ର ଦ୍ୱାରା  ଜଣାଇଛନ୍ତି ।

Bhubaneswar 18.06.2016.007

About surendrahota

Leave a Reply

%d bloggers like this:
Skip to toolbar